Cartoon Corner


ଛି ଛକଡି !

Studio Rangtarang  - 30 Jun   

  ଦଳ ଗୁଣ୍ଡାଗିରି,ଧାରଣା ଘେରାଉ                            ବନ୍ଦ ପାଇଁ କି ଧାରୁଆ ଅସ୍ତ୍ର ଦିଅ ସବୁ ଅସ୍ତ୍ର ଏବେ ଖତମ ହେଲାଣି                            କେନ୍ଦ୍ର ଅବହେଳା ମାଦଳ ବଜାଉଥାଅ ବୋଲେ ଛକଡି                        ଧାନ ଯାକ ଏବେ ହେଲା ଅଗାଡି      


ଛି ଛକଡି !

Studio Rangtarang  - 29 Jun   

ପଅଁ ପଅଁ   ପଅଁପଅଁ କୁଆଡେ ଗଲା ସେ, କଣ କଲା ସେ ଲୋକେ ଖାଲି ଫଁ ଫଁ ଛକଡି ଭଣେ, ନୁଡୁଲ୍ ଚୁଟିଆ ଲୁଚିଲା କେଣେ?  


ଛି ଛକଡ଼ି !

Studio Rangtarang  - 31 May   


ଛି ଛକଡ଼ି !

UpdateNewsOdisha  - 30 May   


ଛି ଛକଡ଼ି !

Studio Rangtarang  - 28 May   


ଛି ଛକଡ଼ି !

Studio Rangtarang  -

ମଦନ ବାଣକୁ ଡର, ଆଜୀବନ ବାଚେଲର ଚିଟ୍ ଫଣ୍ଡେ ଏବେ ମଦନର ଶରେ ଦିହ ମନ ଜରଜର । ପଛେ ଭଣେ ଛକଡ଼ି ଭଲା ଚିଟ୍ ଫଣ୍ଡ ଟଣା ଓଟରାରେ ଚଉକିକୁ ଚଡ଼ଚଡ଼ି ।।


ଛି ଛକଡ଼ି !

Studio Rangtarang  - 10 May   

  ମୁଖ୍ୟ ପ୍ରଶ୍ନକଲେ ଆସେମବିଲି ଘରେ ଓରିସାର ହିଷ୍ଟ୍ରି ପେଜେ କିଏ ଗାର ମାରେ? ମିଳିଲା ଆସନର୍ ବିଜେଡି ପିଲାଙ୍କ ବିନା ଆଉ କିଏ ଏମନ୍ତ ଯୋଗ୍ୟର ଭଣଇ ଛକଡ଼ି, ପଦ ଥାଉ ସବୁ ପୋଡି॥    


ଛି ଛକଡ଼ି !

Studio Rangtarang  - 09 May   

  ମାଡ ଖାଇଯାଏ ଦଳୀୟ ପାଣ୍ଠି ଅନକୂଳ କରିବି ଅକସି ମୁଠି ଚାଷୀ ଆତ୍ମହତ୍ୟା ଆଉ ମରୁଡି ଚାଷ ମନ୍ତ୍ରୀ ଭାଳେ ଭଣେ ଛକଡ଼ି।    


ଛି ଛକଡ଼ି !

Studio Rangtarang  - 03 May   

  ‘ନ’ ରେ ନବୀନ, ‘ନି’ ରେ ନିତିଶ ଗଣଯନ୍ତ୍ରେ ଧରି ଭୋଟ, ସେ ଫନ୍ଦି ଆବୋରିବାକୁ ପୁଣି ଦିଦି ଆମ ଛଟପଟ, ଛକଡ଼ି କରିଚି ଲୟ, ଗଣତନ୍ତ୍ର ଆଜି ଗଣଯନ୍ତ୍ରେ ବନ୍ଦୀ ଯନ୍ତ୍ର-ତନ୍ତ୍ର କି ଜୟ ।  


ଛି ଛକଡ଼ି !

Studio Rangatarang  - 02 May   

  ହାତେ ଧରି କଳା ପତାକା ଚାଲ ଲାଗି ଆମେ ଭାଷାକୁ ଟେକିବା ପୁଲିସ୍ ଆସିକି ଦେଉଛି ଗାଳି ଭାବେ ଛକଡ଼ି, ବ୍ରିଟିଶ୍ ଶାସନ କି ଆସିଗଲାଣି ?