Cartoon Corner


ଛି ଛକଡ଼ି !

Studio Rangtarang  - 19 Apr   


ଛି ଛକଡ଼ି !

Studio Rangtarang  - 17 Apr   


ଛି ଛକଡ଼ି !

Studio Rangtarang  - 16 Apr   


ଛି ଛକଡ଼ି !

Studio Rangtarang  - 15 Apr   


ଛି ଛକଡ଼ି !

Studio Rangtarang  - 14 Apr   


ଛି ଛକଡ଼ି !

Studio Rangtarang  - 13 Apr   


ଛି ଛକଡ଼ି !

Studio Rangtarang  - 12 Apr   

ଅଧିକେ ମରଣ, ନଥିଲେ ମରଣ ପିଇଲେ ଜୀବନ ଯାଉଚି ଛାଡ଼ି, ଭାଳେ ଛକଡ଼ି ନ ପିଇଲେ ହଂସା ଯାଉଚି ଉଡ଼ି ।।


ଛି ଛକଡ଼ି!

Studio Rangtarang  - 11 Apr   

ବାବୁ ମାଲିଆ ତମ ମଦ ପିଇ ଦେଶ ବାଇଆ ଦେଶ ରାଜକୋଷ ଖୋଳ କରିଦେଇ ବିଦେଶରେ ଯାଇ ଲୁଚିଛ କିଆଁ ଭାଳେ ଛକଡ଼ି, ଦେଶ ପଇସା କି ଯିବ ଉଜୁଡି?  


ଛି ଛକଡ଼ି!

Studio Rangtarang  - 10 Apr   

ବଲକ୍ ଗିରାଣ୍ଟ ନ ମେଣ୍ଟିବା ଯାଏ ବନ୍ଦ ଖାତାଦେଖା କାମ ପୁଅ ବୋଲେ ବାପା ଏମନ୍ତ କାମରେ ଆମ ଫିଉଚର ଜାମ୍ ଉତ୍ତରିଲେ ବାପେ ବିନା ଦରମାକୁ ହୁ ହୁ ଦରଦାମ୍ ବୋଝ ତଳେ ଚପି ବିଚରା ଛକଡ଼ି ହୋଇଲାଣି ନାକେଦମ୍ ।।  


ଛି ଛକଡ଼ି !

Studio Rangtarang  - 09 Apr   

ଏଟି ସେଠି ଦିଆ ମନ୍ତିରୀ ପୁଅଙ୍କ ପାଜେରୋ ଗାଡି ବ୍ରହ୍ମଗିରି ଠାରୁ ସଚିବାଳୟକୁ କରେ ଧାଉଡ଼ି? ସିବିଆଇବାଲା ଦେଲେ ରଗଡ଼ି, ଛତା କାଖେ ଜାକି ହାଙ୍କେ ଛକଡ଼ି ମନ୍ତ୍ରୀ ବରମା ! ତମେ ପରା ବଡ଼ କରିତକର୍ମା?