ଛି ଛକଡ଼ି !
Studio Rangtarang - 08 Apr
ବ୍ୟାକରଣ ଛକଡ଼ିର ‘ଦାମ୍ଭିକ’ ଓଲଟେ ଦାର୍ଶନିକ ଶବ୍ଦେ ‘ବିକୃତ’ ବିଭ୍ରାନ୍ତିକର ଯଥା- ‘ବିଷ୍ଣୁ’/‘ଦାମୋଦର’
ଛି ଛକଡ଼ି !
Studio Rangtarang - 07 Apr
ମାପୁଛି ଛକଡ଼ି ତିର୍ତ୍ତୋଲ ଆଡ୍ଡା ମାଡାମ୍ ପଛରେ ଦାସଙ୍କ ଛୁରୀକା ରଘୁନାଥପୁର ବିରିଡି ଖାଡା ପାରାଦୀପ ଦାମ ଚଉକି ଉପରେ ପଛେ ବାଲିକୁଦା ପ୍ରଶାନ୍ତ ଛିଡା
ଛି ଛକଡ଼ି !
Studio Rangtarang - 06 Apr
‘A’ ଫର ଆ, ‘D’ ଫର ଡି ଆମ ରାଜ୍ୟ ମୁଖ୍ୟ ODA ଛାତ୍ର କଂଗରେସ ପାଠ ଧରାଉଛି ଛକଡି କହୁଛି ବଢିଆ
ଛି ଛକଡି !
Studio Rangtarang - 02 Apr
ହାଏ ଆଳୁ, ହାଏ ଡାଲି, ଚାଉଳ! ବେପାରୀ ଭାଇଙ୍କ କି ହରତାଳ? ଭାରି ଗହଳ, ଜନତା ପାଇଁକି ନିହାତି କାଳ ଭାବୁଚି ଛକଡ଼ି ବୋହୁଛି ଝାଳ।
ଛି ଛକଡି !
Studio Rangtarang - 01 Apr
ଉତ୍କଟ ଦିବସ ପରା ହାତେ ଫୁଲହାର ଆମ ବେକେ ଲମ୍ବାଇବେ ହେଲେଣି ହାଜର ବିକଳେ ଭାବନ୍ତି ଗୋପ, ମଧୁ, କୃଷ୍ଣ ଆଉ ରମା ଛକଡି ଛିକାରେ, ଆମେ ଏଡିକି ନିକମ୍ମା
ଛି ଛକଡ଼ି !
Studio Rangtarang - 31 Mar
ଏଞ୍ଜେନ୍, ନେସ୍କୋ, ସେସୁ ଗ୍ରାହକଙ୍କୁ ଆମେ ଶୋଷୁ ମାର୍ଚ୍ଚଖରାରେ କାଟି ଦେଇ ତାର ସର୍କାରୀ ସମ୍ପତ୍ତି ପୋଷୁ ସରକାରୀ ପାଣ୍ଠି ଗାଡି ଭିତରୁ ଚିନ୍ତେ ଛକଡ଼ି
ଛି ଛକଡ଼ି !
Studio Rangtarang - 30 Mar
କଳୁ ନଳପାଣି ଜଣ୍ଡିସ୍ ବାଣ୍ଟଇ, ଡାକତରଖାନା ଅଳିଆ ମଶା, ମାଛି, ପୋକ, ଜୋକ ସାଲୁବାଲୁ ଲାଗେ ଯମପୁର ଭଳିଆ ଜେନା ଏମଏଲେ ନିରେଖି ଦେଖୁଚି ବାଇନାକୁଲାର ମୋଡି ଲୁଲୁ କଥା କେବେ ଭୁଲ ନୁହେ ମିତ ବୋବାଳିକରେ ଛକଡି
ଛି ଛକଡି !
Studio RangTarang - 27 Mar
ଉତ୍ତରାଖଣ୍ଡର ହରି ରାୱତ୍ ଧରାପଡ଼ିବାରୁ କଥା ବହୁତ ଫୁଲ ଦଳ ବୋଲେ ରାଷ୍ଟ୍ରପତିଙ୍କୁ ଶାସିବ ଉତ୍ତରାଖଣ୍ଡମୁଖ୍ୟଙ୍କୁ ଝରକା ଉହାଡ଼ୁ ଦେଖେ ଛକଡ଼ି ଅଖ ଚକ ଢିଲା ଟୋଟାଲ୍ କଳଟା ଯାଏ ବିଗିଡ଼ି ।
ଛି ଛକଡ଼ି!
Studio Rangtarang - 26 Mar
ଗଛଟିଏ ନାଇଁ, ଗାଡି ଘାଇଁ ଘାଇଁ ସୁରୁଜ ବରଷେ ତତଲା ଖରା, କୁକୁର ମଣିଷ ଏକାଠି ସେଇଠି ବତୀଖୁଣ୍ଟ ଛାଇ ଆସରା ପରା, ଛକଡି ବୋଲେ, କେମିତି ଜୀଇଁବା ଏମିତି ହେଲେ
ଛି ଛକଡ଼ି !
Studio Rangtarang - 24 Mar
ବାବୁ ନବୀନ, ଗାଦି ଛାଡି ତେମେ ତଳେ ଆସୀନ, ଖେଳିବନି ହୋଲି କରିଛ ମନ, ଭାଳେ ଛକଡ଼ି, କେଉଁ ଲାଗି ଦେବ ହୋଲି ଉଜାଡି ???....