Cartoon Corner


ଛି ଛକଡ଼ି!

Studio Rangtarang  - 23 Mar   

ଜାଣିପାରୁନା କି ବାବୁ ହେ ବର୍ମା ! ଆଜି ଆମେ କିବା ଏଡେ ଅକର୍ମା ? ଭାଳେ ଛକଡ଼ି, ଚିହ୍ନା ପଡୁନି କି ନିଜର ଗାଡି?


ଛି ଛକଡ଼ି!

Studio Rangtarang  - 22 Mar   

ଆହେ ଅମିତ! କି’ ଢଙ୍ଗେ ଗାଇଲ ଜାତୀୟ ଗୀତ ଭାଳେ ଛକଡ଼ି, କାଳେ ମାମୁଘର ଯିବ କି ମାଡି-????


ଛି ଛକଡି !

Studio Rangtarang  - 21 Mar   

ଟି-ଟ୍ବେଣ୍ଟି ଖେଳିକି ଇଣ୍ଡିଆ କଲା ପାକିସ୍ଥାନେ ନାଣ୍ଡିଆ ନଳ ସଳଖି ବସିଛି ଛକଡି ମିଆଚ ଦେଖି  


ଛି ଛକଡି!

Studio RangTarang  - 20 Mar   

କାହିଁ ଝାରପଡ଼ା କାହିଁ ବା ସୋର ଭିନ୍ନ ହେଲ କିବା ଡି ବ୍ରଦର? ଚୋବାଉଥା ବସି ମୁକୁନ୍ଦୁ ଉଖୁଡ଼ା ନିଜ କାରନାମା ଦେଲା ଉଜାଡ଼ି ବୋଲେ ଛକଡି.....      


ଛି ଛକଡି !

Studio Rangtarang  - 19 Mar   

ମୁଣ୍ଡେ ହାତଦେଇ ଛକଡି ଭାଇ ସରକାରୀ ଯୋଜନା କଥା ଭାଳଇ ସରକାରଙ୍କ ଯୋଜନା ଠେଙ୍ଗା ଅଭିବୃଦ୍ଧି ନାମେ ସବୁ ମହଙ୍ଗା  


ଛି ଛକଡି !

Studio Rangtarang  - 18 Mar   

ମହଙ୍ଗା ମାଡ, ଭାଙ୍ଗିଚି ହାଡ଼ ବାଇକ୍ ଛାଡି, ଟଙ୍କା ଶହେ ଧରି ଭାବେ ଛକଡି ଆଳୁ କି ପିଆଜ, ପେଟ୍ରୋଲ୍ ନା ଡିଜେଲ୍ କ’ଣ କିଣିବି? ଦର ତ ବଢୁଛି ଘଡି କି ଘଡି