Fashion

ଛି ଛକଡ଼ି !

 

ମୁଖ୍ୟ ପ୍ରଶ୍ନକଲେ ଆସେମବିଲି ଘରେ

ଓରିସାର ହିଷ୍ଟ୍ରି ପେଜେ କିଏ ଗାର ମାରେ?

ମିଳିଲା ଆସନର୍

ବିଜେଡି ପିଲାଙ୍କ ବିନା ଆଉ କିଏ ଏମନ୍ତ ଯୋଗ୍ୟର

ଭଣଇ ଛକଡ଼ି, ପଦ ଥାଉ ସବୁ ପୋଡି॥

 

 


Author: Studio Rangtarang