ଛି ଛକଡ଼ି !
ହାତେ ଧରି କଳା ପତାକା
ଚାଲ ଲାଗି ଆମେ ଭାଷାକୁ ଟେକିବା
ପୁଲିସ୍ ଆସିକି ଦେଉଛି ଗାଳି
ଭାବେ ଛକଡ଼ି,
ବ୍ରିଟିଶ୍ ଶାସନ କି ଆସିଗଲାଣି ?
02 May
ହାତେ ଧରି କଳା ପତାକା
ଚାଲ ଲାଗି ଆମେ ଭାଷାକୁ ଟେକିବା
ପୁଲିସ୍ ଆସିକି ଦେଉଛି ଗାଳି
ଭାବେ ଛକଡ଼ି,
ବ୍ରିଟିଶ୍ ଶାସନ କି ଆସିଗଲାଣି ?