Fashion

ଛି ଛକଡ଼ି !

 

ହାତେ ଧରି କଳା ପତାକା

ଚାଲ ଲାଗି ଆମେ ଭାଷାକୁ ଟେକିବା

ପୁଲିସ୍ ଆସିକି ଦେଉଛି ଗାଳି

ଭାବେ ଛକଡ଼ି,

ବ୍ରିଟିଶ୍ ଶାସନ କି ଆସିଗଲାଣି ?


Author: Studio Rangatarang