Fashion

ଛି ଛକଡ଼ି !

 

‘ନ’ ରେ ନବୀନ,

‘ନି’ ରେ ନିତିଶ ଗଣଯନ୍ତ୍ରେ ଧରି ଭୋଟ,

ସେ ଫନ୍ଦି ଆବୋରିବାକୁ ପୁଣି ଦିଦି ଆମ ଛଟପଟ,

ଛକଡ଼ି କରିଚି ଲୟ,

ଗଣତନ୍ତ୍ର ଆଜି ଗଣଯନ୍ତ୍ରେ ବନ୍ଦୀ ଯନ୍ତ୍ର-ତନ୍ତ୍ର କି ଜୟ ।

 


Author: Studio Rangtarang