Odisha Updates


ବିପଦରେ ଯାଜପୁର

Manas kumar sahoo  - 21 Apr   

ଯାଜପୁର,ୟୁ.ଏନ୍.ଓ- ଓଡ଼ିଶା ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ଯାଜପୁର । ବୈତରଣୀ ନଦୀକୂଳରେ ଗଢ଼ି ଉଠିଥିବା ଯାଜପୁର ଉକ୍ରଳର ପ୍ରାଚୀନତମ ରାଜଧାନୀ । ସୌମ୍ୟ ବଂଶ ଓ ଭୌମକର ଏଠାରେ ରାଜୁତି କରିଥିଲେ । ସୌମ୍ୟ ବଂଶର ରାଜା ଯଯାତି କେଶରୀ ଯାଜପୁରକୁ ତାଙ୍କର ରାଜଧାନୀ କରିଥିଲେ । ରାଜୁତି ସମୟରେ ରାଜା ଯଯାତି କେଶରୀ ବୈତରଣୀ କୂଳରେ ଦଶାଶ୍ୱମେଧ ଯଜ୍ଞର ଆୟୋଜନ କରିଥିଲେ । ସେହି ଯଜ୍ଞ କୁଣ୍ଡରୁ ମାତା ପାର୍ବତୀ ଆବିର୍ଭୂତା ହୋଇ ବିରଜା ରୂପରେ ଏଠାରେ ବିରାଜମାନ କଲେ ବୋଲି କ...