Updates


ବରୀରେ ପ୍ରବାସୀ ଭାରତୀୟଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

Bijay, Jajpur Bureau  - 25 May   

      ଯାଜପୁର: ଗତ ଅପ୍ରେଲ ୨୪ରେ ଶ୍ରୀଲଙ୍କାରେ ମୃତ୍ୟୁବରଣ କରିଥିବା ଯାଜପୁର ଜିଲ୍ଲା ବରୀ ବ୍ଲକ ସାହୁପଡ଼ା ଗ୍ରାମର ବିକାଶ ମହାନ୍ତିଙ୍କ ଶବ ୨୨ ମେ ରେ ନିଜ ଗ୍ରାମ ସାହୁପଡ଼ାରେ ପହଞ୍ଚିଲା ପରେ ପରିବାର ଲୋକ ଇନ୍ସୁରାନସ୍, ପଞ୍ଚନାମା କପି, କ୍ଷତିପୂରଣ ରାଶିଦାବି କରି ରାସ୍ତା ଅବରୋଧ କରିବା ସହିତ ବିକାଶର ଶବକୁ ଗ୍ରହର କରିନଥିଲେ । ବରି ତହସିଲଦାର ପ୍ରେମାନନ୍ଦ ବେହେରା, ବରିରାମଚନ୍ଦ୍ରପୁର ଥାନା ଓ.ଆଇ.ସି ଲୋକଙ୍କୁ ବୁଝାଇବା ସତ୍ତ୍ବେ କିଛି ଫଳ ହୋଇନଥିଲା। ପ୍ରଶାସନ ଶବକୁ ଯାଜପୁର ଜି...


ନବନିର୍ମାଣ କୃଷକ ସଂଗଠନର ଜିଲ୍ଳାସ୍ତରୀୟ ସମାବେଶ

Bijay, Jajpur Bureau  - 25 May   

        ଯାଜପୁର : ଯାଜପୁର ଜିଲା ଜନକଠାରେ ନବନିର୍ମାଣ କୃଷକ ସଂଗଠନର ଏକ ଜିଲ୍ଳାସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇଯାଇଛି । କୃଷକନେତା ଅଚ୍ୟୁତାନନ୍ଦ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କୃଷକ ସମାବେଶରେ ନବନିର୍ମାଣ କୃଷକ ସଂଘର ରାଜ୍ୟ ସଭାପତି ଅକ୍ଷୟ କୁମାର ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟ ସରକାର କୃଷି କୃଷକକୁ ସୁରକ୍ଷା ଦେବାରେ ସମ୍ପୂର୍ଣ ବିଫଳ ହୋଇଛନ୍ତି ଏବଂ ଆଗାମୀ ଦିନରେ ଏ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି କହିଛନ୍ତି। ପ୍ରାଇସ, ପ୍ରେଷ୍ଟିଜ୍, ପେନସନ୍ ଦାବି ସହ କୃ...


ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ

Bijay, Jajpur Bureau  - 25 May   

  ଯାଜପୁର: ଯାଜପୁର ଜିଲ୍ଲା ଏକ ବନ୍ୟା ପ୍ରବଣ ଅଂଚଳ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଣିଷମାନଙ୍କ ସହ ଗୋସମ୍ପଦ ପାଇଁ ଖାଦ୍ୟ ଓ ପାନୀୟର ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ପରାମର୍ଶ ଦେଇଛନ୍ତି । ଆଜି ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ ଗୃହରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗଦେଇ ଶ୍ରୀ ଶତପଥୀ ଜିଲ୍ଲାରେ ବର୍ତ୍ତମାନ ଗ୍ରୀଷ୍ମପ୍ରବାହଜନିତ କାରଣରୁ ଜଳସ୍...


Nuclear collaboration with Canada to grow further: Dr Jitendra Singh

UpdateNewsOdisha  - 27 Apr   

  The Union Minister of State (Independent Charge) for Development of North Eastern Region (DoNER), MoS PMO, Personnel, Public Grievances, Pensions, Atomic Energy and Space, Dr Jitendra Singh said here today that the Nuclear collaboration with Canada has proved mutually beneficial for the two countries and is bound to grow further in the years to come. Dr Jitendra Singh was speaking to Canadian...


Dr. Mahesh Sharma Launches NMA’s Online Web Portal ‘NOAPS’ 

UpdateNewsOdisha  - 27 Apr   

     Dr. Mahesh Sharma, Minister of State of Culture and Tourism (I/C) and Minister of State for Civil Aviation launched the National Monuments Authority (NMA)’s Web Portal called “NOC Online Application and Processing System (NOAPS)” here today. Keeping in view the directive of Prime Minister of India regarding “e-Governance” and “Ease of Doing Business”, the National Monuments Authority has d...


କିରୋସିନି ବାଟମାରଣା ରୋକିବାକୁ କେନ୍ଦ୍ରର ଯୋଜନା

UpdateNewsOdisha  - 27 Apr   

  ୯ଟି ରାଜ୍ୟର ୩୩ଟି ବଛା ବଛା ଜିଲ୍ଲାରେ ପରୀକ୍ଷାମୂଳକ ଭାବେ କିରୋସିନି ଆବଂଟନ ପାଇଁ ପ୍ରତ୍ୟକ୍ଷ ସବସିଡି ସୁବିଧା ହସ୍ତାନ୍ତର ସ୍କିମ୍ ଆରମ୍ଭ କରାଯିବ । ଲୋକସଭାରେ ଏ ସଂକ୍ରାନ୍ତ ଏକ ପ୍ରଶ୍ନର ଲିଖିତ ଉତରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏହି ସ୍କିମ୍ ଅଧିନରେ ଜଣେ ହିତାଧିକାରୀ ପ୍ରକୃତ ବଜାର ଦର ଦେଇ କିରୋସିନି କିଣିବ କିନ୍ତୁ ତାର ଜମାଖାତାରେ ସରକାରୀ ସବସିଡି ଜମା ହେବ । ଏହି ପାଇଲଟ କାର୍ଯ୍ୟକ୍ରମ ପ୍ରଚଳନ ସକାଶେ...


ଇଥାନଲ ଉପରୁ ଉତ୍ପାଦ ଶୁଳ୍କ ଛାଡ – ପେଟ୍ରୋଲିୟମ ମନ୍ତ୍ରୀ

UpdateNewsOdisha  - 27 Apr   

  ରାଷ୍ଟ୍ରାୟତ ତୈଳ କମ୍ପାନୀମାନଙ୍କୁ ଇଥାନଲ ମିଶ୍ରିତ ପେଟ୍ରୋଲ ବିକ୍ରୀ ଲାଗି କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ନିଷ୍ପତ୍ତି ଅନୁସାରେ ରାଷ୍ଟ୍ରାୟତ ତୈଳ ବିତରକ କମ୍ପାନୀମାନେ ସର୍ବାଧିକ ୧୦ ପ୍ରତିଶତ ପର୍ଯ୍ୟନ୍ତ ଇଥାନଲ ପେଟ୍ରୋଲରେ ମିଶାଇ ବିକ୍ରୀ କରିପାରିବେ । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତ...


ଭାରତରେ ପ୍ରତିବର୍ଷ ବଢୁଛି ଶିଶୁ ମୃତ୍ୟୁହାର: ଶ୍ରୀ ଜେ.ପି. ନଡ୍ଡା

UpdateNewsOdisha  - 27 Apr   

  ଭାରତରେ ପ୍ରତିବର୍ଷ ୧.୨୬ ନିୟୁତ ପାଂଚ ବର୍ଷରୁ କମ ବୟସର ଶିଶୁ ମୃତ୍ୟୁବରଣ କରୁଛନ୍ତି ବୋଲି ୨୦୧୩ ସାମ୍ପଲ ରିସର୍ଚ ସର୍ଭେରୁ ଜଣାପଡିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜେ.ପି. ନଡ୍ଡା ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଦେଇଥିବା ସୂଚନା ଅନୁସାରେ ପାଂଚ ବର୍ଷରୁ କମ ଶିଶୁଙ୍କ ମୃତ୍ୟୁ ହାର ୫୭ ପ୍ରତିଶତ ରହିଛି । ଜନ୍ମ ହେବାର ୨୮ ଦିନ ମଧ୍ୟରେ ବିଭିନ୍ନ କାରଣ ଯୋଗୁ ଶିଶୁ ମୃତ୍ୟୁବରଣ କରିଥାନ୍ତି । ସେହି କାରଣଗୁଡିକ ମଧ୍ୟରେ ସମୟ ପୂର୍ବରୁ ଜନ୍...


Mumbai court discharged nine accused of Malegaon blast

UpdateNewsOdisha  - 26 Apr   

   Mumbai: In a major development, a court here on Monday dropped charges framed against nine Muslim youths for their alleged role in the September 2006 Malegaon blast case due to lack of evidence. At least 37 people had died in the Malegaon blast. The order was passed by Sessions Judge VV Patil while heading a discharge applications filed by the accused. One accused in the case had died, while...


Restoration of Sri Jagannath Temple

UpdateNewsOdisha  - 26 Apr   

     The Government’s attention has been drawn to a crack being detected in the 12th Century Shri Jagannath Shrine at Puri, Odisha. During the recent de-plastering work at the interior of Jagmohana of Shri Jagannath Temple, Puri, some cracks have been noticed in the stone beams.Experts from Archaeological Survey of India (ASI), IIT Madras and Core Technical Committee for the Temple have visited...