Updates


ଏଣିକି ସରକାରୀ ବିଜ୍ଞାପନ ବିଷୟାବଳୀ ଉପରେ ରହିବ ନିୟନ୍ତ୍ରଣ

UpdateNewsOdisha  - 12 Apr   

   ନୂଆଦିଲ୍ଲୀ, ସରକାରୀ ବିଜ୍ଞାପନର ବିଷୟବସ୍ତୁ ନିୟନ୍ତ୍ରଣ ସଂକ୍ରାନ୍ତ ପ୍ରସଙ୍ଗ ଉପରେ ଅନୁଧ୍ୟାନ ଓ ସରକାରଙ୍କୁ ସୁପାରିଶ କରିବା ଲାଗି ଏକ ତିନିଜଣିଆ କମିଟି ଗଠନ କରାଯାଇଛି । ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶକ୍ରମେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏହି କମିଟି ଗଠନ କରାଯାଇଛି । ସୁପ୍ରିମକୋର୍ଟ ୨୦୧୫ ମଇ ୧୩ ତାରିଖରେ ଏହି ନିର୍ଦ୍ଦେଶନାମା ଜାରି କରିଥିଲେ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ବି.ବି.ଟଣ୍ଡନଙ୍କ ...


ଆମ୍ବେଦକରଙ୍କ ଜୟନ୍ତୀ ଦିବସକୁ ଛୁଟି ଘୋଷଣା କଲେ କେନ୍ଦ୍ର ସରକାର

UpdateNewsOdisha  - 12 Apr   

ନୂଆଦିଲ୍ଲୀ, କେନ୍ଦ୍ର ସରକାର ଆସନ୍ତା ୧୪ ତାରିଖ ବାବା ସାହେବ ଡଃ ବି.ଆର.ଆମ୍ବେଦକରଙ୍କ ଜୟନ୍ତୀକୁ ସରକାରୀ ଛୁଟି ଦିବସ ରୂପେ ଘୋଷଣା କରିଛନ୍ତି । କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ସହ ଶିଳ୍ପାନୁଷ୍ଠାନଗୁଡ଼ିକ ପାଇଁ ମଧ୍ୟ ଏହି ଛୁଟି ଲାଗୁ ହେବ । ନେଗୋସିଏବଲ୍ ଇନଷ୍ଟ୍ରୁମେଣ୍ଟ୍ସ ଆକ୍ଟ ୧୮୮୧ର ସେକ୍ସନ ୨୫ ଅନୁସାରେ ମଧ୍ୟ ଛୁଟି ଘୋଷଣାକୁ ବିଜ୍ଞାପିତ କରାଯାଇଛି । ଏ ସଂକ୍ରାନ୍ତରେ କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ପକ୍ଷରୁ ଏକ ବିଧିବଦ୍ଧ ବ...


ମହାରାଷ୍ଟ୍ରର ଶିଳ୍ପମନ୍ତ୍ରୀଙ୍କ ସହ ମନ୍ତ୍ରୀ ଶ୍ରୀ ଯୋଗେନ୍ଦ୍ର ବେହେରାଙ୍କ ସାକ୍ଷାତ ଆଲୋଚନା

UpdateNewsOdisha  - 02 Apr   

    ଥାନେ ଓଡ଼ିଆ ସଂଘ ପକ୍ଷରୁ ଆୟୋଜିତ ଉତ୍କଳ ଦିବସ କାର୍ଯ୍ୟକ୍ରମକୁ ଆମନ୍ତ୍ରିତ ହୋଇ ମହାରାଷ୍ଟ୍ର ଗସ୍ତରେ ଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଯୋଗେନ୍ଦ୍ର ବେହେରା ମହାରାଷ୍ଟ୍ରର ଶିଳ୍ପ ମନ୍ତ୍ରୀ ଶ୍ରୀ ସୁବାସ ରାଜାରାମ ଦେଶାଇଙ୍କ ସହ ଆଲୋଚନା କରିଥିଲେ। ମନ୍ତ୍ରୀ ଶ୍ରୀ ବେହେରା ଓଡ଼ିଶାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ନିମନ୍ତେ ଗ୍ରହଣ କରାଯାଇଥିବା ବିଭିନ୍ନ ନୀତି ସଂପର୍କରେ ଆଲୋଚନା କରି ଏହି ନୀତିଗୁଡିକରେ ରାଜ୍ୟରେ ଉଦ୍ୟୋଗର ଅଭିବୃଦ୍ଧି...


Odisha day celebrated at mumbai

UpdateNewsOdisha  - 02 Apr   

   Odisha Divas 2016 was celebrated at Odisha Bhawan Mumbai on April First, 2016. Sri Jogendra Behera, Hon’ble Minister MSME, PA & PG, government of Odisha has attended the function as Chief Guest. Sri Chintamani Dyansamantaray, Ex-speaker of Odisha Legislative Assembly, Sri G.B.Singh, IPS (Additional Director-General of Police) MHA, New Delhi graced the occasion as Guest of Honour.The loca...


ଦୀନଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା

UpdateNewsOdisha  - 29 Mar   

ଗତ ସପ୍ତାହ(ମାର୍ଚ୍ଚ୨୧ ରୁ ୨୭) ମଧ୍ୟରେ ଦୀନ ଦୟାଲ୍ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନାରେ ଓଡ଼ିଶାର ୧୬ଟି ଗ୍ରାମ ସମେତ ଦେଶର ୧୯୬ ଗ୍ରାମକୁ ବିଦ୍ୟୁତକରଣ କରାଯାଇଛି । ଏଥିମଧ୍ୟରେ ଆସାମର ୭୫ଗ୍ରାମ, ଅରୁଣାଚଳ ପ୍ରଦେଶର ୨୨, ବିହାରର ୨୨, ଛତିଶଗଡ଼ର ୨୦, ଝାଡ଼ଖଣ୍ଡର ୧୬, ଉତ୍ତରପ୍ରଦେଶର ୧୧, ମଧ୍ୟପ୍ରଦେଶର ୯, ମଣିପୁରର ୪ ଏବଂ ରାଜସ୍ଥାନର ଗୋଟିଏ ଗ୍ରାମ ସାମିଲ ହୋଇଛି । କେନ୍ଦ୍ର ସରକାର ଏକ ହଜାର ଦିନ ଅର୍ଥାତ ୨୦୧୮ମେ ୧ ତାରିଖ ମଧ୍ୟରେ ୧୮,୪୫୨ ବିଦ୍ୟୁତ୍-ବିହିନ ଗ୍ରାମକୁ ବିଦ୍ୟୁତକରଣ କର...


Smt Maneka Gandhi launches BBBP programme

UpdateNewsOdisha  - 19 Apr   

    WCD Minister The Minister of Women and Child Development Smt Maneka Sanjay Gandhi formally launched the Beti Bachao Beti Padhao programme of the Government for additional 61 districts in 11 States/ UTs with low CSR today. The scheme was launched at a high level conference attended by State Principal Secretaries of Departments of WCD/Social Welfare, Education and Health; Deputy Commissioners...


ଓଡିଶାରୁ ଆରମ୍ଭ ହେଲା ପାଇଲଟ ରୋଟାଭାଇରସ୍ ପ୍ରତିଷେଧକ ଅଭିଯାନ

UpdateNewsOdisha  - 27 Mar   

   ଡାଇରିଆ ବା ତରଳ ଝାଡ଼ାର ପ୍ରତିକାର ପାଇଁ ଏକ ପାଇଲଟ ପ୍ରତିଷେଧକ କାର୍ଯ୍ୟକ୍ରମ ଓଡ଼ିଶାରୁ ଆରମ୍ଭ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜେ.ପି.ନଡ୍ଡା ଏହି ରୋଟାଭାଇରସ୍ ପ୍ରତିଷେଧକ କାର୍ଯ୍ୟକ୍ରମକୁ ଶନିବାର (୨୬.୩.୨୦୧୬) ଭୁବନେଶ୍ୱରଠାରେ ଶୁଭାରମ୍ଭ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଦେଶରେ ପ୍ରଥମ ଥରପାଇଁ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଏହି ପ୍ରତିଷେଧକ ...


“ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳ ଯୋଜନା” ରୂପାୟନ ପ୍ରସ୍ତୁତି ନେଇ ସମୀକ୍ଷା କଲେ ପେଟ୍ରୋଲିୟମ ମନ୍ତ୍ରୀ

UpdateNewsOdisha  - 27 Mar   

  ‘ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳ ଯୋଜନା’ ରୂପାୟନ ପାଇଁ ପ୍ରସ୍ତୁତିର ଅଗ୍ରଗତି ବିଷୟରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୈଳ ବିପଣନ କଂପାନୀଗୁଡିକର ରାଜ୍ୟ ୟୁନିଟ ଅଧିକାରୀମାନଙ୍କ ସହିତ ଭିିଡିଓ କନଫରେନସିଂ ଜରିଆରେ ଆଲୋଚନା କରିଥିଲେ । ଏହି ଯୋଜନା ଅଧିନରେ ୫ କୋଟି ବିପିଏଲ ପରିବାରର ମହିଳା ଉପଭୋକ୍ତାମାନଙ୍କୁ ଆଗାମୀ ତିନି ବର୍ଷ ମଧ୍ୟରେ ମାଗଣାରେ ଏଲପିଜି ସଂଯୋଗ ପ୍ରଦାନ କରାଯିବ । ୨୦୧୬-୧୭ ମଧ୍ୟରେ ୧.୫ କୋଟି ସଂଯୋଗ ପ୍ରଦାନ କରାଯିବ ବୋଲି ...


ବିଜୁ ସ୍ମାରକୀ ଡ଼ାକ ଲଫାପା ଉନ୍ମୋଚିତ

UpdateNewsOdisha  - 27 Mar   

     ପ୍ରବାଦ ପୁରୁଷ ବିଜୁବାବୁଙ୍କୁ ଭାରତ ରତ୍ନ ପ୍ରଦାନ କରିବା ଲାଗି ଯୋଉଁ ଦାବି କରାଯାଉଛି ତାହାରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ଏଦେଶ ଓ ରାଜ୍ୟ ପାଇଁ ବିଜୁବାବୁଙ୍କର ଯେଉଁ ମହନୀୟ ଅବଦାନ ରହିଛି ତାହାରି ତୁଳନାରେ ଭାରତ ରତ୍ନ ଉପାଧି ଫିକାପଡ଼ିବ ବୋଲି ଓଡ଼ିଶା ସ୍ୱାଭିମାନ ପକ୍ଷରୁ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜନ୍ମଶତବାର୍ଷିକ ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ତଥା ସ୍ମାରକୀ ଡ଼ାକଟିକେଟ ଉନ୍ମୋଚନ ଉତ୍ସବରେ ଯୋଗଦେଇ ତାଙ୍କ ସହପ୍ରତ୍ୟେକ୍ଷ ଅନୁଭୂତିରେ ଥିବା ବିଶିଷ୍ଟ ବ୍ୟ...


ମହିଳାଙ୍କ ପାଇଁ ରେଡିଓ କାର୍ଯ୍ୟକ୍ରମ ‘ଶୁଣଲୋ ସଖି’

UpdateNewsOdisha  - 27 Mar   

  “ଆମେ ପିରିୟଡ ବିଷୟରେ କେବେ କାହାସହ ଖୋଲା ଖୋଲି ଭାବେ କଥା ହୋଇନଥିଲୁ । ପ୍ରଥମକରି ଶୁଣଲୋ ଶଖି କ୍ଲବ ହେବା ପରେ ଆମେ ଏବେ ଅନେକ କିଛି ନୂଆ ଜାଣିବାକୁ ପାଉଛୁ । ଏହା କହିଛନ୍ତି, ଶିିଖରଚଣ୍ଡିର ମାଧୁରୀ । ସେହିପରି ଅଶୋକ ନଗରର ୧୫ ବର୍ଷୀୟା ରୁବିନା ମଧ୍ୟ ଶୁଣଲୋ ସଖୀ କ୍ଲବର ଜଣେ ସଦସ୍ୟା ଏବଂ ସେ ଏବେ ନିଜ ବସ୍ତିରେ ଅନ୍ୟ ଝିଅ ମାନଙ୍କୁ ମାସିକ ଋତୁଶ୍ରାବ ସମ୍ବନ୍ଧୀୟ ସୂଚନା ପ୍ରଦାନ କରୁଛନ୍ତି । ମାଧୁରୀ ଓ ରୁବିନା ପରି ଅନେକ ଝିଅ ତଥା କିଶୋରୀ ଏହି ଶୁଣଲୋ ସଖୀ ରେଡିଓ କାର୍ଯ୍ୟକ୍ର...