ଛି ଛକଡି !
Studio Rangtarang - 30 Jun
ଦଳ ଗୁଣ୍ଡାଗିରି,ଧାରଣା ଘେରାଉ ବନ୍ଦ ପାଇଁ କି ଧାରୁଆ ଅସ୍ତ୍ର ଦିଅ ସବୁ ଅସ୍ତ୍ର ଏବେ ଖତମ ହେଲାଣି କେନ୍ଦ୍ର ଅବହେଳା ମାଦଳ ବଜାଉଥାଅ ବୋଲେ ଛକଡି ଧାନ ଯାକ ଏବେ ହେଲା ଅଗାଡି
ଛି ଛକଡି !
Studio Rangtarang - 29 Jun
ପଅଁ ପଅଁ ପଅଁପଅଁ କୁଆଡେ ଗଲା ସେ, କଣ କଲା ସେ ଲୋକେ ଖାଲି ଫଁ ଫଁ ଛକଡି ଭଣେ, ନୁଡୁଲ୍ ଚୁଟିଆ ଲୁଚିଲା କେଣେ?
ଛି ଛକଡ଼ି !
Studio Rangtarang - 31 May
ଛି ଛକଡ଼ି !
UpdateNewsOdisha - 30 May
ଛି ଛକଡ଼ି !
Studio Rangtarang - 28 May
ଛି ଛକଡ଼ି !
Studio Rangtarang -
ମଦନ ବାଣକୁ ଡର, ଆଜୀବନ ବାଚେଲର ଚିଟ୍ ଫଣ୍ଡେ ଏବେ ମଦନର ଶରେ ଦିହ ମନ ଜରଜର । ପଛେ ଭଣେ ଛକଡ଼ି ଭଲା ଚିଟ୍ ଫଣ୍ଡ ଟଣା ଓଟରାରେ ଚଉକିକୁ ଚଡ଼ଚଡ଼ି ।।
ଛି ଛକଡ଼ି !
Studio Rangtarang - 10 May
ମୁଖ୍ୟ ପ୍ରଶ୍ନକଲେ ଆସେମବିଲି ଘରେ ଓରିସାର ହିଷ୍ଟ୍ରି ପେଜେ କିଏ ଗାର ମାରେ? ମିଳିଲା ଆସନର୍ ବିଜେଡି ପିଲାଙ୍କ ବିନା ଆଉ କିଏ ଏମନ୍ତ ଯୋଗ୍ୟର ଭଣଇ ଛକଡ଼ି, ପଦ ଥାଉ ସବୁ ପୋଡି॥
ଛି ଛକଡ଼ି !
Studio Rangtarang - 09 May
ମାଡ ଖାଇଯାଏ ଦଳୀୟ ପାଣ୍ଠି ଅନକୂଳ କରିବି ଅକସି ମୁଠି ଚାଷୀ ଆତ୍ମହତ୍ୟା ଆଉ ମରୁଡି ଚାଷ ମନ୍ତ୍ରୀ ଭାଳେ ଭଣେ ଛକଡ଼ି।
ଛି ଛକଡ଼ି !
Studio Rangtarang - 03 May
‘ନ’ ରେ ନବୀନ, ‘ନି’ ରେ ନିତିଶ ଗଣଯନ୍ତ୍ରେ ଧରି ଭୋଟ, ସେ ଫନ୍ଦି ଆବୋରିବାକୁ ପୁଣି ଦିଦି ଆମ ଛଟପଟ, ଛକଡ଼ି କରିଚି ଲୟ, ଗଣତନ୍ତ୍ର ଆଜି ଗଣଯନ୍ତ୍ରେ ବନ୍ଦୀ ଯନ୍ତ୍ର-ତନ୍ତ୍ର କି ଜୟ ।
ଛି ଛକଡ଼ି !
Studio Rangatarang - 02 May
ହାତେ ଧରି କଳା ପତାକା ଚାଲ ଲାଗି ଆମେ ଭାଷାକୁ ଟେକିବା ପୁଲିସ୍ ଆସିକି ଦେଉଛି ଗାଳି ଭାବେ ଛକଡ଼ି, ବ୍ରିଟିଶ୍ ଶାସନ କି ଆସିଗଲାଣି ?