ଛି ଛକଡ଼ି !
Studio Rangtarang - 19 Apr
ଛି ଛକଡ଼ି !
Studio Rangtarang - 17 Apr
ଛି ଛକଡ଼ି !
Studio Rangtarang - 16 Apr
ଛି ଛକଡ଼ି !
Studio Rangtarang - 15 Apr
ଛି ଛକଡ଼ି !
Studio Rangtarang - 14 Apr
ଛି ଛକଡ଼ି !
Studio Rangtarang - 13 Apr
ଛି ଛକଡ଼ି !
Studio Rangtarang - 12 Apr
ଅଧିକେ ମରଣ, ନଥିଲେ ମରଣ ପିଇଲେ ଜୀବନ ଯାଉଚି ଛାଡ଼ି, ଭାଳେ ଛକଡ଼ି ନ ପିଇଲେ ହଂସା ଯାଉଚି ଉଡ଼ି ।।
ଛି ଛକଡ଼ି!
Studio Rangtarang - 11 Apr
ବାବୁ ମାଲିଆ ତମ ମଦ ପିଇ ଦେଶ ବାଇଆ ଦେଶ ରାଜକୋଷ ଖୋଳ କରିଦେଇ ବିଦେଶରେ ଯାଇ ଲୁଚିଛ କିଆଁ ଭାଳେ ଛକଡ଼ି, ଦେଶ ପଇସା କି ଯିବ ଉଜୁଡି?
ଛି ଛକଡ଼ି!
Studio Rangtarang - 10 Apr
ବଲକ୍ ଗିରାଣ୍ଟ ନ ମେଣ୍ଟିବା ଯାଏ ବନ୍ଦ ଖାତାଦେଖା କାମ ପୁଅ ବୋଲେ ବାପା ଏମନ୍ତ କାମରେ ଆମ ଫିଉଚର ଜାମ୍ ଉତ୍ତରିଲେ ବାପେ ବିନା ଦରମାକୁ ହୁ ହୁ ଦରଦାମ୍ ବୋଝ ତଳେ ଚପି ବିଚରା ଛକଡ଼ି ହୋଇଲାଣି ନାକେଦମ୍ ।।
ଛି ଛକଡ଼ି !
Studio Rangtarang - 09 Apr
ଏଟି ସେଠି ଦିଆ ମନ୍ତିରୀ ପୁଅଙ୍କ ପାଜେରୋ ଗାଡି ବ୍ରହ୍ମଗିରି ଠାରୁ ସଚିବାଳୟକୁ କରେ ଧାଉଡ଼ି? ସିବିଆଇବାଲା ଦେଲେ ରଗଡ଼ି, ଛତା କାଖେ ଜାକି ହାଙ୍କେ ଛକଡ଼ି ମନ୍ତ୍ରୀ ବରମା ! ତମେ ପରା ବଡ଼ କରିତକର୍ମା?