ଛି ଛକଡ଼ି!
Studio Rangtarang - 23 Mar
ଜାଣିପାରୁନା କି ବାବୁ ହେ ବର୍ମା ! ଆଜି ଆମେ କିବା ଏଡେ ଅକର୍ମା ? ଭାଳେ ଛକଡ଼ି, ଚିହ୍ନା ପଡୁନି କି ନିଜର ଗାଡି?
ଛି ଛକଡ଼ି!
Studio Rangtarang - 22 Mar
ଆହେ ଅମିତ! କି’ ଢଙ୍ଗେ ଗାଇଲ ଜାତୀୟ ଗୀତ ଭାଳେ ଛକଡ଼ି, କାଳେ ମାମୁଘର ଯିବ କି ମାଡି-????
ଛି ଛକଡି !
Studio Rangtarang - 21 Mar
ଟି-ଟ୍ବେଣ୍ଟି ଖେଳିକି ଇଣ୍ଡିଆ କଲା ପାକିସ୍ଥାନେ ନାଣ୍ଡିଆ ନଳ ସଳଖି ବସିଛି ଛକଡି ମିଆଚ ଦେଖି
ଛି ଛକଡି!
Studio RangTarang - 20 Mar
କାହିଁ ଝାରପଡ଼ା କାହିଁ ବା ସୋର ଭିନ୍ନ ହେଲ କିବା ଡି ବ୍ରଦର? ଚୋବାଉଥା ବସି ମୁକୁନ୍ଦୁ ଉଖୁଡ଼ା ନିଜ କାରନାମା ଦେଲା ଉଜାଡ଼ି ବୋଲେ ଛକଡି.....
ଛି ଛକଡି !
Studio Rangtarang - 19 Mar
ମୁଣ୍ଡେ ହାତଦେଇ ଛକଡି ଭାଇ ସରକାରୀ ଯୋଜନା କଥା ଭାଳଇ ସରକାରଙ୍କ ଯୋଜନା ଠେଙ୍ଗା ଅଭିବୃଦ୍ଧି ନାମେ ସବୁ ମହଙ୍ଗା
ଛି ଛକଡି !
Studio Rangtarang - 18 Mar
ମହଙ୍ଗା ମାଡ, ଭାଙ୍ଗିଚି ହାଡ଼ ବାଇକ୍ ଛାଡି, ଟଙ୍କା ଶହେ ଧରି ଭାବେ ଛକଡି ଆଳୁ କି ପିଆଜ, ପେଟ୍ରୋଲ୍ ନା ଡିଜେଲ୍ କ’ଣ କିଣିବି? ଦର ତ ବଢୁଛି ଘଡି କି ଘଡି