Fashion

ଛି ଛକଡି !

ହାଏ ଆଳୁ, ହାଏ ଡାଲି, ଚାଉଳ!

ବେପାରୀ ଭାଇଙ୍କ କି ହରତାଳ?

ଭାରି ଗହଳ, ଜନତା ପାଇଁକି ନିହାତି କାଳ

ଭାବୁଚି ଛକଡ଼ି ବୋହୁଛି ଝାଳ।


Author: Studio Rangtarang