ଛି ଛକଡ଼ି !
ଏଞ୍ଜେନ୍, ନେସ୍କୋ, ସେସୁ
ଗ୍ରାହକଙ୍କୁ ଆମେ ଶୋଷୁ
ମାର୍ଚ୍ଚଖରାରେ କାଟି ଦେଇ ତାର
ସର୍କାରୀ ସମ୍ପତ୍ତି ପୋଷୁ
ସରକାରୀ ପାଣ୍ଠି ଗାଡି
ଭିତରୁ ଚିନ୍ତେ ଛକଡ଼ି
31 Mar
ଏଞ୍ଜେନ୍, ନେସ୍କୋ, ସେସୁ
ଗ୍ରାହକଙ୍କୁ ଆମେ ଶୋଷୁ
ମାର୍ଚ୍ଚଖରାରେ କାଟି ଦେଇ ତାର
ସର୍କାରୀ ସମ୍ପତ୍ତି ପୋଷୁ
ସରକାରୀ ପାଣ୍ଠି ଗାଡି
ଭିତରୁ ଚିନ୍ତେ ଛକଡ଼ି