Fashion

ଛି ଛକଡ଼ି !

ଏଞ୍ଜେନ୍, ନେସ୍କୋ, ସେସୁ

ଗ୍ରାହକଙ୍କୁ ଆମେ ଶୋଷୁ

ମାର୍ଚ୍ଚଖରାରେ କାଟି ଦେଇ ତାର

ସର୍କାରୀ ସମ୍ପତ୍ତି ପୋଷୁ

ସରକାରୀ ପାଣ୍ଠି ଗାଡି

ଭିତରୁ ଚିନ୍ତେ ଛକଡ଼ି

 

 


Author: Studio Rangtarang