ଛି ଛକଡ଼ି !
‘ନ’ ରେ ନବୀନ,
‘ନି’ ରେ ନିତିଶ ଗଣଯନ୍ତ୍ରେ ଧରି ଭୋଟ,
ସେ ଫନ୍ଦି ଆବୋରିବାକୁ ପୁଣି ଦିଦି ଆମ ଛଟପଟ,
ଛକଡ଼ି କରିଚି ଲୟ,
ଗଣତନ୍ତ୍ର ଆଜି ଗଣଯନ୍ତ୍ରେ ବନ୍ଦୀ ଯନ୍ତ୍ର-ତନ୍ତ୍ର କି ଜୟ ।
03 May
‘ନ’ ରେ ନବୀନ,
‘ନି’ ରେ ନିତିଶ ଗଣଯନ୍ତ୍ରେ ଧରି ଭୋଟ,
ସେ ଫନ୍ଦି ଆବୋରିବାକୁ ପୁଣି ଦିଦି ଆମ ଛଟପଟ,
ଛକଡ଼ି କରିଚି ଲୟ,
ଗଣତନ୍ତ୍ର ଆଜି ଗଣଯନ୍ତ୍ରେ ବନ୍ଦୀ ଯନ୍ତ୍ର-ତନ୍ତ୍ର କି ଜୟ ।