Fashion

ଛି ଛକଡି !

 

ଉତ୍ତରାଖଣ୍ଡର ହରି ରାୱତ୍

ଧରାପଡ଼ିବାରୁ କଥା ବହୁତ

ଫୁଲ ଦଳ ବୋଲେ ରାଷ୍ଟ୍ରପତିଙ୍କୁ

ଶାସିବ ଉତ୍ତରାଖଣ୍ଡମୁଖ୍ୟଙ୍କୁ

ଝରକା ଉହାଡ଼ୁ ଦେଖେ ଛକଡ଼ି

ଅଖ ଚକ ଢିଲା ଟୋଟାଲ୍ କଳଟା ଯାଏ ବିଗିଡ଼ି ।


Author: Studio RangTarang