ଯୁଦ୍ଧ କାଳୀନ ଭିତ୍ତିରେ ନଗଡାର ବିକାଶ ପାଇଁ ପଦକ୍ଷେପ
Bijay, Jajpur Bureau - 28 Jul
ନଗଡାକୁ ସବୁଦିନିଆ ରାସ୍ତା ପାଇଁ ଦ୍ରୁତ ପ୍ରସ୍ତୃତି ଆରମ୍ଭ ହୋଇଛି । ପ୍ରାଥମିକ ଭାବେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପାହାଡ ପାଦଦେଶଠାରୁ ନାଲିଆଡାବ ପର୍ଯ୍ୟନ୍ତ ପାହାଡିଆ ରାସ୍ତାର ସର୍ଭେ କାର୍ଯ୍ୟ ବିଭାଗ ସାରିଥିବାବେଳେ ଏଥିପାଇଁ ଏଷ୍ଟିମେଟ୍ ବିଭାଗ ପ୍ରସ୍ତୃତି କରୁଛି। ଯଥାଶିଘ୍ର ଏଷ୍ଟିମେଟ ପ୍ରଦାନ ପାଇଁ ଜିଲ୍ଲାପାଳ ସତ୍ୟ କୁମାର ମଲ୍ଲିକ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷରେ ଅଶୋକଝର ଠାରୁ ପାହାଡର ପାଦଦେଶ ପର୍ଯ୍ୟନ୍ତ ରାସ୍ତାକୁ ସୁକିନ୍ଦା ବ୍ଲକ୍ ପକ୍ଷରୁ ଯୁଦ୍ଧକ...
ଗେଟ୍ ଖାଉଛି ଟଙ୍କା, ଏପଟେ ଘାଇମୁଁହ ମେଲା
Prasanjit, Jagatsinghpur Bureau - 28 Jul
୨୦୦୨ରେ ନାଉଗାଁ ବ୍ଲକ ଅନ୍ତର୍ଗତ ବାଂଶ ପଂଚାୟତର ଗୋବରି ନଦୀରେ ୧ କୋଟି ୪ ଲକ୍ଷ ବ୍ୟୟରେ ନିର୍ମିତ ହେଲା ଏକ ସୁଇସ୍ ଗେଟ। ଗମନାଗମନ ଓ ୨୦ ହଜାରରୁ ଉର୍ଦ୍ଦ୍ବ ଚାଷୀ ପରିବାରଙ୍କ ୧୨୦୦୦ ହେକ୍ଟର ଚାଷଜମିରେ ଜଳଯୋଗାଣ ପାଇଁ ଡ୍ରେନେଜ ବିଭାଗ ତରଫରୁ ନିର୍ମାଣ କରାଯାଇଥିଲା ଏହି ସୁଇସ୍ ଗେଟ୍। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ କୋଟି କୋଟି ଟଙ୍କା ବ୍ୟୟରେ ଲୋକଙ୍କ ସ୍ୱାର୍ଥ ପାଇଁ ନିର୍ମାଣ ହୋଇଥିବା ଏହି ସୁଇସ୍ ଗେଟଟି ପାଲଟିଛି କିଛି କଂଟ୍ରାକ୍ଟର ଓ ବିଭାଗୀୟ ଅଧିକାରୀଙ୍କ ପାଇଁ ଏକ ର...
ଯେଉଁଠି ବିଜୁ ପକ୍କାଘର ଓ ଇନ୍ଦିରା ଆବାସ ସାତସପନ
Prasanjit, Jagatsinghpur Bureau - 22 Jul
ସରକାରଙ୍କ ତରଫରୁ ଭୂମିହିନ ଓ ଅସହାୟଙ୍କୁ ଘରପଟା ଓ ବିଭିନ୍ନ ଯୋଜନା ଯଥା – ଇନ୍ଦିରା ଆବାସ , ବିଜୁ ପକ୍କାଘର , ଯୋଜନା ମାଧ୍ୟମରେ ପ୍ରଶାସନ ପକ୍କାଘର ଯୋଗାଇ ଦେବା ପାଇଁ ପ୍ରଚାର କରୁଥିବା ବେଳେ ନାଉଗାଁ ବ୍ଲକରେ ଅସଲ ଚିତ୍ର କିନ୍ତୁ ସଂପୂର୍ଣ୍ଣ ଓଲଟା । ଅନେକ ଭୂମିହିନ ଅସହାୟ ପରିବାର ବର୍ଷ ବର୍ଷ ଧରି ଭଙ୍ଗା କୁଡିଆରେ ଜୀବନ ବିତାଉଛନ୍ତି । ଏମାନଙ୍କ ପାଇଁ ସରକାରି ଯୋଜନା ପାଲଟିଛି ସାତସପନ। ଖରା, ବର୍ଷା ଓ ପ୍ରାକୃତିକ ବିପର୍ଯୟରୁ ରକ୍ଷା ପାଇବା ପାଇଁ ଘରଟିଏ ଏମାନଙ୍କ ପାଇଁ ...
ସାମ୍ପ୍ରତିକ ପରିବେଶ ସନ୍ତୁଳନରେ ଗଣମାଧ୍ୟମ
Sambit - 27 Mar
ଘନ ଜନସଂଖ୍ୟା, ସୀମିତ ସ୍ଥାନରେ ଆଶାତୀତଙ୍କ ବସବାସ ତଥା ବର୍ଜ୍ୟବସ୍ତୁର ଇତସ୍ତତଃ ପ୍ର୍ରକ୍ଷପଣ ଭଳି ଅନେକ ପ୍ରକାରର ଦାୟିତ୍ୱହୀନତା ହେତୁ ଆମେ ସମସ୍ତେ ଏକ ପ୍ରଦୂଷିତ ପରିବେଶରେ ବାସ କରୁଛେ । ବିଭିନ୍ନ ପ୍ରକାର ପ୍ରଦୂଷଣ ଯଥା-ଜଳଭାଗରେ ଭାସମାନ ତୈଳାକ୍ତ ପଦାର୍ଥ,ବନ ଉଚ୍ଛେଦ, ଓଜୋନ ଆସ୍ତରଣରେ କ୍ଷତ, ମୃତିକା କ୍ଷୟ, ବନ୍ୟଜନ୍ତୁ କ୍ଷୟ ଇତ୍ୟାଦି ଆମକୁ ବହୁମାତ୍ରାରେ କ୍ଷତାକ୍ତ କରିଚାଲିଛି । ଆଉ ଏସବୁର ପରୋକ୍ଷ ବା ପ୍ରତ୍ୟକ୍ଷ ପ୍ରଭାବ ମାନବ ସମାଜ ଉପରେ ପଡ଼ୁଛି । ଏହି ସବୁ ପ୍ରଦୂଷଣ ପ୍...
ଅବ୍ୟବସ୍ଥା ଘେରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ
Prasanjit, Jagatsinghpur Bureau - 18 Mar
କଥାରେ ଅଛି ନାମ ବଡ ଆଉ ଦର୍ଶନ ଛୋଟ । ଏହା ଯେମିତି ସତ ପ୍ରମାଣିତ ହୋଇଛି ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କ୍ଷେତ୍ରରେ । ଜଗତସିଂହପୁର ଜିଲ୍ଲାର ସଦର ମହୁମାରେ ଅବସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ହେଲେ ଏଠାରେ ରୋଗୀମାନେ ନାହିଁନଥବା ହଇରାଣ ହେଉଛନ୍ତି । ବିଶେଷକରି ଗର୍ଭବତୀ ମହିଳାମାନଙ୍କ ପାଇଁ ଅବ୍ୟବସ୍ଥାର କଥା କହିଲେ ନସରେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭାବେ ଯେପରି ପ୍ରଚାର, ପ୍ରସାର କରାଯାଇଛି ପ୍ରକୃତପକ୍ଷେ ବ୍ୟବସ୍ଥା ସେପରି ନୁହେଁ । ଏଠାକାର ଚିକିତ୍ସା ବ୍ୟବ...
Media & Morality
sambit - 01 Mar
Media and Morality are the two sides of a coin. Without morality it is difficult to control the media. But to have a healthy society, the collaboration of these two opposite words should be worked upon. Before we start to examine these two words we have to understand their meaning, scope and definition.First of all, what do we understand about MEDIA? As its name suggests, Media is a very popula...
ପରଦା ପଛର ଦୁଃଖ
Sambit - 01 Mar
୮୦ବର୍ଷର ସୁଦୀର୍ଘ ଯାତ୍ରା । ଏପ୍ରିଲ୍ ୨୮ତାରିଖ ୧୯୩୬ରେ ପୁରୀରେ କଳାପ୍ରାଣ ଶ୍ରୀ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ଚେଷ୍ଟାର ସଫଳ ରୂପାୟନ ରୂପେ ଉଭା ହୋଇଥିଲା ପ୍ରଥମ ଓଡିଆ ଚଳଚ୍ଚିତ୍ର ‘ସୀତା ବିବାହ’ । ସହିଛି ଅନେକ ଘାତ, ପ୍ରତିଘାତ । କେବେ ପ୍ରଯୋଜକଙ୍କ ଅର୍ଥାଭାବ ମେରୁଦଣ୍ଡ ଭାଙ୍ଗିଦେଇଛି ତ କେବେ ମହାବାତ୍ୟାର ମହାତାଣ୍ଡବ ସାଜିଛି ଖଳନାୟକ । ତଥାପି ଆମ ଚଳଚ୍ଚିତ୍ର ମୁଣ୍ଡ ଟେକି ଠିଆ ହୋଇଛି । କିନ୍ତୁ ନିଜ ଭିତରର ଅସଲ ଗୁମର ଖୋଲି ନପାରି ଗୁମୁରି ଗୁମୁରି ଝରାଉଛି ତା’ର ମନ ତ...